ଜୀ ବନୋତ୍ସବ

ରାଜୀବ କୁମାର ରାଉତ

EPUB
ca. 2,74
Amazon iTunes Thalia.de Weltbild.de Hugendubel Bücher.de ebook.de kobo Osiander Google Books Barnes&Noble bol.com Legimi yourbook.shop Kulturkaufhaus
* Affiliatelinks/Werbelinks
Hinweis: Affiliatelinks/Werbelinks
Links auf reinlesen.de sind sogenannte Affiliate-Links. Wenn du auf so einen Affiliate-Link klickst und über diesen Link einkaufst, bekommt reinlesen.de von dem betreffenden Online-Shop oder Anbieter eine Provision. Für dich verändert sich der Preis nicht.

Pencil img Link Publisher

Belletristik/Erzählende Literatur

Beschreibung

ଏକ ଭାଇର ତା ଭଉଣୀ ସଙ୍ଗେ ଅନେକ ଦିନ ପରେ ସାକ୍ଷାତ। ସତେ ଯେମିତି ଆଗ୍ନେୟଗିରି ର ଉତ୍ତପ୍ତ ଲାଭା ସମୁଦ୍ରର ଶୀତଳ ଜଳ ଭିତରେ ପ୍ରବେଶ କରୁଛି ଓ ଶାନ୍ତ ପଡିଯାଉଛି। ଭଉଣୀର ନିର୍ଦୟୀ ପ୍ରଶ୍ନ ପଛରେ ରହିଛି ଏକ ଭାଇର ରୁକ୍ଷତା, ଏକ ଅଭୁଲା ଅତୀତ। ଏବଂ ଭାଇର ଶାନ୍ତ ଉତ୍ତରର କାରଣ ହେଉଛି ସ୍ୱୀକାର କରିବାର କ୍ଷମତା, ଏବଂ ସତ୍ୟ ଯାହାକି ଉନ୍ମୁକ୍ତ କରିବ ମଣିଷ ଜୀବନର ସୁବର୍ଣ୍ଣ ସମ୍ଭାବନାକୁ। ଭଉଣୀର ପ୍ରଶ୍ନରେ ଲୁଚିଛି ଆମରି ପ୍ରଶ୍ନ ଏବଂ ଭାଇର ଉତ୍ତର ଆମର ଅତି ଆବଶ୍ୟକ। ଏହି କାହାଣୀଟି ଆପଣଙ୍କୁ ଚିନ୍ତାମୁକ୍ତ ଏବଂ ସହଜ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଆଶା କରୁ ଏହା ଆପଣଙ୍କୁ ଆନନ୍ଦିତ କରିବ। ଉତ୍ସବ- ତୁ ଏତେ ନିଶ୍ଚିତ କିପରି ଯେ ଯାହା ତୁ ଜାଣିଛୁ ତାହା ସତ୍ୟ? ଜୀବନ- କାରଣ ମୁଁ ତାହାର ପରିଣାମକୁ ଉପଭୋଗ କରୁଛି। ଉତ୍ସବ- କଣ ତୁ କହିବାକୁ ଚାହୁଁଛୁ ଯେ ସତ୍ୟକୁ ଉପଭୋଗ କରାଯାଏ? ଜୀବନ- ହଁ, ସତ୍ୟ ଜାଣିଲେ ଜୀବନଟା ଉପଭୋଗ୍ୟ ହୋଇଯାଏ।

Weitere Titel in dieser Kategorie
Cover Choramane Asithile
Subhransu Sekhar Mohapatra
Cover ଜୀ ବନୋତ୍ସବ
ରାଜୀବ କୁମାର ରାଉତ
Cover ଦ ୱାଚମେକର (ଓଡିଆ ସଂସ୍କରଣ)
ଆନ୍ନା ଏରିଶ୍କିଗାଲ୍

Kundenbewertungen

Schlagwörter

Life, Utsav, Enlightenment, Love, Celebration, Jivan